ଅଙ୍ଗନୱାଡ଼ି ଦିଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ
ସମୟ ଲାଇଭ,୨୫/୧୦: ମୟୁରଭଞ୍ଜ ଜିଲ୍ଳା ସାରସ କଣା ବ୍ଳକର ଅଙ୍ଗନୱାଡ଼ି ଦିଦି କବିତା ସାହୁ ଦେଛନ୍ତି ସ୍ୱଚ୍ଛ ଭାରତର ନାରା। ସ୍କୁଲରେ ଶିକ୍ଷାଦାନ ଦେବା ସହ ଅବସର ସମୟରେ ପରିବେଶକୁ କରୁଛନ୍ତି ସଫା ସୁତୁରା

Tags: