ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ

ସମୟ ଲାଇଭ୍‍,୧୨/୧୨: ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଶିଳ୍ପ ବିଭାଗର ଅଧବକାରୀଙ୍କ ସହ ଅଚାନକ କଟକ ଜଗତପୁର ଗସ୍ତ କରିଛନ୍ତି। ସେଠାରେ ନିଉ ଇଣ୍ଡଷ୍ଟ୍ରିଆଲ୍‍ ଇଷ୍ଟେଟ୍‍ରେ ଥିବା ପଶୁପତି ଆଗ୍ରୋଭେଟ କୁକୁଡ଼ା ଦାନା କାରଖାନାରେ ଶ୍ରମିକମାନଙ୍କୁ ଭେଟିଥିଲେ। ସେଠାରେ ସେ କର୍ମଚାରୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ କମ୍ପାନୀ ପକ୍ଷରୁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Samaya Live Picture
Published On

Tags: