ବେକରେ ଶାଢି ବାନ୍ଧି ପଙ୍ଖାରେ ଝୁଲିପଡ଼ିଲେ ସୂଚୀସ୍ମିତା

ସମୟ ଲାଇଭ୍‍,୯/୧୧: ଯାଜପୁର ଥାନା ଅନ୍ତର୍ଗତ ସାନବଜାରସ୍ଥିତ ଗଞ୍ଜେଶ୍ୱର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରେମଜନିତ କାରଣରୁ ମହିଳା ସୂଚୀସ୍ମିତା ସେଠୀ ଆତ୍ମହତ୍ୟା କରିଥିବା ମୃତକଙ୍କ ଶ୍ୱଶୂର କହିଛନ୍ତି। ଏହାସହ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବୋହୁ ବେକରେ ଓଢ଼ଣୀ ବାନ୍ଧି ପଙ୍ଖାରେ ସୂଚୀସ୍ମିତା ଝୁଲିପଡ଼ିଥିବା ସେ କହିଛନ୍ତି। ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି।

Samaya Live Picture
Published On

Tags: