ତିନିମହଲା ଉପରେ ଚଢ଼ି ଦେଉଛନ୍ତି ଆତ୍ମହତ୍ୟାର ଧମକ !

ସମୟ ଲାଇଭ୍‍,୨୨/୧୧: ଭୁବନେଶ୍ୱର, ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ପରିଜା ଲାଇବ୍ରେରୀର ତୃତୀୟ ମହଲା ଉପରେ ଚଢ଼ି ଆତ୍ମହତ୍ରାର ଧମକ ଦେଉଛନ୍ତି। ଅନ୍ୟପଟେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୌଣସି ଅଘଟଣ ଆଶଙ୍କା କରି ମହଳା ଚାରିପଟେ ଜାଲ ମଧ୍ୟ ବିଛାଯାଇଛି। ତେବେ ଯୁବକ ଜଣକ ବିଶ୍ୱବିଦ୍ୟାଳୟର ଛାତ୍ର କି ନୁହଁନ୍ତି ତାଙ୍କୁ ୁଉଦ୍ଧାର କରାଯିବା ପରେ ହିଁ ଜଣାପଡ଼ିବ।

Samaya Live Picture
Published On

Tags: