ଆରପାରିରେ ସୁଗ୍ରୀବ !

ସମୟ ଲାଇଭ,9/4: ବହୁ ଚର୍ଚ୍ଚିତ ମେଗା ଟେଲିଭିଜନ ଧାରାବାହିକ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ଘଟିଛି। ଶ୍ୟାମସୁନ୍ଦରଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

Samaya Live Picture
Published On

Tags: