ବୁଲବୁଲ ପାଇଁ ରାଜ୍ୟରେ ୩ ଜିଲ୍ଲାରେ ୨ଦିନ ବନ୍ଦ ରହିବ ସବୁ ସ୍କୁଲ କଲେଜ

ସମୟ ଲାଇଭ,୭/୧୧:ଦକ୍ଷୀଣ ପଶ୍ଚିମ ବଙ୍ଗପୋସାଗରରେ ଘନିଭୂତ ହେଉଥିବା ଲଘୁଚାପ ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ ନକରିବା ନେଇ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ନେଇ ଏସଆରସିଙ୍କ ସୂଚନା ପରେ ଏବେ ରାଜ୍ୟରେ ୩ଟି ଜିଲ୍ଳାରେ ସମ୍ପୁର୍ଣ୍ଣ ସ୍କୁଲ ଓ କଲେଜ ବନ୍ଦ ପାଇଁ ସୂଚନା ମିଳିଛି। ପୁରୀ କେନ୍ଦ୍ରାପଡା ଓ ଜଗତସିଂପୁର […]

Samaya Live Picture
Published On

ସମୟ ଲାଇଭ,୭/୧୧:ଦକ୍ଷୀଣ ପଶ୍ଚିମ ବଙ୍ଗପୋସାଗରରେ ଘନିଭୂତ ହେଉଥିବା ଲଘୁଚାପ ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ ନକରିବା ନେଇ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ନେଇ ଏସଆରସିଙ୍କ ସୂଚନା ପରେ ଏବେ ରାଜ୍ୟରେ ୩ଟି ଜିଲ୍ଳାରେ ସମ୍ପୁର୍ଣ୍ଣ ସ୍କୁଲ ଓ କଲେଜ ବନ୍ଦ ପାଇଁ ସୂଚନା ମିଳିଛି। ପୁରୀ କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାରେ ଦୁଇ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର।

Tags: