ଖୋଳିଲା ଶିମିଳିପାଳ ଅଭୟାରଣ୍ୟ
ସମୟ ଲାଇଭ,୧/୧୧: ଦୀର୍ଘ ଚାରି ମାସ ବନ୍ଦ ରହିବା ପରେ ଆଜି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ଅଭୟାରର୍ୟ ଖୋଲିବା ସମୟ ସକାଳ ୬ଟାରୁ ୯ଟା ଯାଏଁ ରହିଛି। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଇକୋଟୁରିଜିମ୍ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱେଚ୍ଛାଚାରୀଙ୍କ ଉଦ୍ୟମରେ ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଖାଦ୍ୟ ବିକ୍ରୟର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହିପରି ପର୍ଯ୍ୟଟକ ଚାହିଁଲେ ଅଭୟାରଣ୍ୟରେ ବୁଲିବା ପାଇଁ ମାର୍ଗଦର୍ଶକଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ। ତେବେ ଶିମିଳିପାଳର […]
ସମୟ ଲାଇଭ,୧/୧୧: ଦୀର୍ଘ ଚାରି ମାସ ବନ୍ଦ ରହିବା ପରେ ଆଜି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ଅଭୟାରର୍ୟ ଖୋଲିବା ସମୟ ସକାଳ ୬ଟାରୁ ୯ଟା ଯାଏଁ ରହିଛି। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଇକୋଟୁରିଜିମ୍ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱେଚ୍ଛାଚାରୀଙ୍କ ଉଦ୍ୟମରେ ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଖାଦ୍ୟ ବିକ୍ରୟର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହିପରି ପର୍ଯ୍ୟଟକ ଚାହିଁଲେ ଅଭୟାରଣ୍ୟରେ ବୁଲିବା ପାଇଁ ମାର୍ଗଦର୍ଶକଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ।
ତେବେ ଶିମିଳିପାଳର ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ସହିତ ସେମାନଙ୍କ ବାସସ୍ଥାନ ଓ ବିଭିନ୍ନ ଔଷଧୀୟ ବୃକ୍ଷ ତଥା ଅର୍କିଡ଼ ବଗିଚା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।
Tags:




