ମାଡି ଆସୁଛି ସମୁଦ୍ର, ଲୋକେ ଭୟଭୀତ

ସମୟ ଲାଇଭ,୩୦/୧୦: କୋଣାର୍କ ଅଞ୍ଚଳରେ ଥିବା ଅସ୍ତରଙ୍ଗ ମୁହାଣରେ କୂଳ ଲଘଂଛି ସମୁଦ୍ର। ଆତଙ୍କିତ ହୋଇପଡିଛନ୍ତି ସମୁଦ୍ରକୂଳିଆ ଲେକେ। ସମୁଦ୍ର କୂଳରୁ ପାଖାପାଖି ୨୦୦ ମିଟର ଦୂରରେ ଥିବା ଉଦୟକାଣି ଅଞ୍ଚଳରେ ୫ଗୋଟି ଗାଁ ରେ ପଶିଛି ସମୁଦ୍ର ପାଣି। ଜୁଆର ମାଡ ସାଙ୍ଗକୁ ବଡ ବଡ ଢେଉ ଆସବା ଫଳରେ ସ୍ଥାନୀୟ ଲୋକମାନେ ହୋଇପଡିଛନ୍ତି ଆତଙ୍କିତ। ଏହାସହ ସମୁଦ୍ର ଜୁୂଆର ଚାଷଜମି ଉପରେ ମାଡିଯିବା ଫଳରେ ବିଲରେ ବାଲିଚର ମାଡିଯାଇଛି ଫଳରେ ଶହ ଶହ ହେକ୍ଟର […]

Samaya Live Picture
Published On

ସମୟ ଲାଇଭ,୩୦/୧୦: କୋଣାର୍କ ଅଞ୍ଚଳରେ ଥିବା ଅସ୍ତରଙ୍ଗ ମୁହାଣରେ କୂଳ ଲଘଂଛି ସମୁଦ୍ର। ଆତଙ୍କିତ ହୋଇପଡିଛନ୍ତି ସମୁଦ୍ରକୂଳିଆ ଲେକେ। ସମୁଦ୍ର କୂଳରୁ ପାଖାପାଖି ୨୦୦ ମିଟର ଦୂରରେ ଥିବା ଉଦୟକାଣି ଅଞ୍ଚଳରେ ୫ଗୋଟି ଗାଁ ରେ ପଶିଛି ସମୁଦ୍ର ପାଣି। ଜୁଆର ମାଡ ସାଙ୍ଗକୁ ବଡ ବଡ ଢେଉ ଆସବା ଫଳରେ ସ୍ଥାନୀୟ ଲୋକମାନେ ହୋଇପଡିଛନ୍ତି ଆତଙ୍କିତ। ଏହାସହ ସମୁଦ୍ର ଜୁୂଆର ଚାଷଜମି ଉପରେ ମାଡିଯିବା ଫଳରେ ବିଲରେ ବାଲିଚର ମାଡିଯାଇଛି ଫଳରେ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି।  ସରକାରଙ୍କ ତରଫରୁ କିଆବାଡ କରି ଜୁଆରକୁ ରୋକିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ। ଚାଷ ଜମି ନଷ୍ଟ ହୋଇଯିବା ଫଳରେ ଚାଷ ମଧ୍ୟ ଅନେକାଶଂରେ ନଷ୍ଟ ହୋଇଯାଇଛି ବୋଲି ଅନେକ ଚାଷିମନେ ଅଭିଯୋଗ କରିଛନ୍ତି।

Tags: