ବଢିଲା ବିଧାନସଭାର ସୁରକ୍ଷା
ସମୟ ଲାଇଭ,୧୨/୧୧:ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳଚଞ୍ଚଳ ହେବ ରାଜଧାନୀ ଓ ବିଧାନସଭା ଉଠିବ ପଡିବ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ପୋଲିସ ଏବେ ତତ୍ପର। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା ପରିସର। ବିଧାନସଭା ସମ୍ମୁଖରେ ୩୦ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୦୦ ଅଫିସର ନିଯୁକ୍ତ ହୋଇଥିବା ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ୭-ଟି ବାଟାଲିୟନର ଗୋଟିଏ ସ୍ୱତନ୍ତ୍ର ଫୋର୍ସକୁ ଲୋଏର […]
ସମୟ ଲାଇଭ,୧୨/୧୧:ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳଚଞ୍ଚଳ ହେବ ରାଜଧାନୀ ଓ ବିଧାନସଭା ଉଠିବ ପଡିବ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ପୋଲିସ ଏବେ ତତ୍ପର। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା ପରିସର। ବିଧାନସଭା ସମ୍ମୁଖରେ ୩୦ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୦୦ ଅଫିସର ନିଯୁକ୍ତ ହୋଇଥିବା ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ୭-ଟି ବାଟାଲିୟନର ଗୋଟିଏ ସ୍ୱତନ୍ତ୍ର ଫୋର୍ସକୁ ଲୋଏର ପିଏମଜିରେ ମୁତୟନ କରାଯିବ ।

Tags:




