ଅନ୍ତରୀଣ ଡ଼ିଜିପି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ସତ୍ୟଜିତ

ସମୟ ଲାଇଭ୍‍,୨୧/୧୧: ଅନ୍ତରୀଣ ଡ଼ିଜିପି ଭାବେ କଟକ ମୁଖ୍ୟାଳୟରେ ସତ୍ୟଜିତ ମହାନ୍ତି ଦାୟିତ୍ୱ ନେଇଛନ୍ତି। ସ୍ୱତନ୍ତ୍ର ଗୁଇନ୍ଦା ଡ଼ିଜି ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ କାର୍ଯ୍ୟଭାର ଗ୍ରହଣ ପରେ ସେ ଆଇନ୍‍ ଶୃଙ୍ଖଳା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଅନ୍ୟପଟେ ସରକାର ତାଙ୍କ ଉପରେ ଆସ୍ତା ପ୍ରକଟ କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Samaya Live Picture
Published On

Tags: