ପୁରୀ ନାବାଳିକା ଦୁଷ୍କର୍ମ ମାମଲାର ନୂଆ ମୋଡ଼

ସମୟ ଲାଇଭ୍‍,୪/୧୨: ପୁରୀରେ ଘଟିଥିବା ଦୁଷ୍କର୍ମ ମାମାରେ ନୂଆ ମୋଡ଼ ଆସିଛି। ଘଟଣାରେ କାର୍‍ ବ୍ୟବହାର ହୋଇଥିବା ନାବାଳିକା ଅଭିଯୋଗ କରିଥିଲେ ମଧ୍ୟ ପୋଳିସ୍‍ ଏକ ବାଇକ୍‍ ଓ ସ୍କୁଟର ଜବତ କରିଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ପିଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ନେଇ ଘଟଣାର ଅନ୍ୟ ଏକ ଦିଗ ସୃଷ୍ଟି ହୋଇଛି। ଘଟଣାଦିନ ପିଡ଼ିତାଙ୍କ ପୁରୁଷବନ୍ଧୁ ତାଙ୍କୁ ନେଇ କୁମ୍ଭାରପଡ଼ା ଥାନା ନିକଟରେ ଛାଡ଼ିଥିବା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। […]

Samaya Live Picture
Published On

ସମୟ ଲାଇଭ୍‍,୪/୧୨: ପୁରୀରେ ଘଟିଥିବା ଦୁଷ୍କର୍ମ ମାମାରେ ନୂଆ ମୋଡ଼ ଆସିଛି। ଘଟଣାରେ କାର୍‍ ବ୍ୟବହାର ହୋଇଥିବା ନାବାଳିକା ଅଭିଯୋଗ କରିଥିଲେ ମଧ୍ୟ ପୋଳିସ୍‍ ଏକ ବାଇକ୍‍ ଓ ସ୍କୁଟର ଜବତ କରିଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ପିଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ନେଇ ଘଟଣାର ଅନ୍ୟ ଏକ ଦିଗ ସୃଷ୍ଟି ହୋଇଛି। ଘଟଣାଦିନ ପିଡ଼ିତାଙ୍କ ପୁରୁଷବନ୍ଧୁ ତାଙ୍କୁ ନେଇ କୁମ୍ଭାରପଡ଼ା ଥାନା ନିକଟରେ ଛାଡ଼ିଥିବା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେହିପରି ପୁରୁଷ ବନ୍ଧୁଙ୍କର ଭୁନେଶ୍ୱରରେ ଏସକର୍ଟ ବିଜନେସ୍‍ ଥିବା ଜଣାପଡ଼ିଛି।

Tags: