ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: ଜାନୁଆରୀ ୨୮: ପୁରୀ ସ୍ୱର୍ଗଦ୍ୱ।ରରୁ ହଟିଲ। କଟକଣ।। ଏଥର ବ।ହ।ର ଜିଲ୍ଲ।ର ଶବ ମଧ୍ୟ ହୋଇପାରିବ ସତ୍କ।ର। ବ।ହ।ର ଜିଲ୍ଲ।ର ଅଣକୋଭିଡ ମୃତକଙ୍କ ସତ୍କ।ର ନେଇ ପୂର୍ବରୁ ଜ।ରି ହୋଇଥିବ। କଟକଣ।କୁ ପୁରୀ ଜିଲ୍ଲ। ପ୍ରଶ।ସନ ହଟ।ଇ ଦେଇଛି। ପୁରୀରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟ। ସ।ମ।ନ୍ୟ ହ୍ର।ସ ପ।ଇବ। ପରେ ଏହି ନିୟମକୁ କୋହଳ କର।ଯ।ଇଛି। ତେବେ କୋଭିଡ ନିୟମ।ବଳୀ ଅନୁପ।ଳନ ପୂର୍ବକ ସର୍ବ।ଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କ।ର କରାଯାଇ ପାରିବ।

Samaya Live Picture
Published On