ରାଜ୍ୟର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ସ୍ମାର୍ଟସିଟି ଭବନେଶ୍ୱର

ସମୟ ଲାଇଭ,୫/୧୧: ରାଜ୍ୟରେ ଯେତେ ସବଚ ସହର ରହିଛି ଆଉ ଯେତେ ସବୁ ପ୍ରଦୂଷିତ ସ୍ଥାନ ରହିଛି ସେ ମଧ୍ୟରେ ରାଜ୍ୟ ରାଜଧାନୀ ସ୍ମାର୍ଟସୀଟିର ନାଁ ରହିଛି। ଭୁବନେଶ୍ୱର ସହ କଟକ, ରାଉଲକେଲା, ବାଲେଶ୍ୱର, ତାଳଚେର, ଅନୁଗୁଳ, କଳିଙ୍ଗନଗର ଆଦି ସହର ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ଜଣା ପଡିଛି। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଟାଷ୍ଟିକର ବ୍ୟବହାର ଓ ବିଭିନ୍ନ କ୍ଷେତ୍ରରୁ ନିର୍ଗତ ବିଭିନ୍ନ ଦୂଷିତ ପଦାର୍ଥ ସାରା ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଲର ପରିମାଣ […]

Samaya Live Picture
Published On

ସମୟ ଲାଇଭ,୫/୧୧: ରାଜ୍ୟରେ ଯେତେ ସବଚ ସହର ରହିଛି ଆଉ ଯେତେ ସବୁ ପ୍ରଦୂଷିତ ସ୍ଥାନ ରହିଛି ସେ ମଧ୍ୟରେ ରାଜ୍ୟ ରାଜଧାନୀ ସ୍ମାର୍ଟସୀଟିର ନାଁ ରହିଛି। ଭୁବନେଶ୍ୱର ସହ କଟକ, ରାଉଲକେଲା, ବାଲେଶ୍ୱର, ତାଳଚେର, ଅନୁଗୁଳ, କଳିଙ୍ଗନଗର ଆଦି ସହର ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ଜଣା ପଡିଛି। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଟାଷ୍ଟିକର ବ୍ୟବହାର ଓ ବିଭିନ୍ନ କ୍ଷେତ୍ରରୁ ନିର୍ଗତ ବିଭିନ୍ନ ଦୂଷିତ ପଦାର୍ଥ ସାରା ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଲର ପରିମାଣ ବୃଦ୍ଧି ପାଉଛି। ଯାହା ଦ୍ୱାରା ବାୟୁମଣ୍ଡଳ ଦୂଷିତ ହେଉଛି। ରାଜ୍ୟର ସବୁଠାରୁ ଅଧିକ ଦୂଷିତ ହୋଇଥିବା ନଦୀ ଗୁଡିକ ମଧ୍ୟରେ ଗଙ୍ଗୁଆ ନାଳ ଅଧିକ ପ୍ରଦୂଷିତ ହୋଇଥିବା ଜଣା ପଡିଛି। ତେବେ ଦିନକୁ ଦିନ ରାଜଧାନୀର କଳେବର ବଢୁଥବବା ବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି ଯାହା ଚିନ୍ତାର ବିଷୟ ବୋଲି ପରିପେଷପିତ ମାନେ ମତ ଦେିଚିଛନ୍ତି। ଏହାର ସ୍ଥାୟୀ ସମାଧାନ ନକରିଲେ ଏହା ଆଗକୁ ଏତ୍କଟ ସମସ୍ୟା ଧାରଣ କରିବ ବୋଲି ଆଜି ହେଉଥିବା ପରିବେଷ ସଂକ୍ରାନ୍ତିୟ ଆଲୋଚନାରୁ ଜଣାପଡିଛି।

Tags: