ମାଓବାଦୀ ପାଳୁଛନ୍ତି ‘ପିଏଲଜୀଏ’ ସପ୍ତାହ
ସମୟ ଲାଇଭ୍,୨/୧୨: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ‘ପିଏଲ୍ଜୀଏ’ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କୁଡ଼ାକଡ଼ି କରାଯାଇଛି। ସେହିପରି କୋରାପୁଟ ଓ ରାୟଗଡ଼ା ଆଦି ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ର୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପିଏଏ୍ଜିଏ ସପ୍ତାହ ପାଳନରେ ସହଯୋଗ କରିବା ପାଇଁ ଲାଲବାହିନୀ ସୂଚନା […]
ସମୟ ଲାଇଭ୍,୨/୧୨: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ‘ପିଏଲ୍ଜୀଏ’ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କୁଡ଼ାକଡ଼ି କରାଯାଇଛି। ସେହିପରି କୋରାପୁଟ ଓ ରାୟଗଡ଼ା ଆଦି ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ର୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପିଏଏ୍ଜିଏ ସପ୍ତାହ ପାଳନରେ ସହଯୋଗ କରିବା ପାଇଁ ଲାଲବାହିନୀ ସୂଚନା ଦେଇଛି।
Tags:




