କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଖେଳାଳିଙ୍କର ବଢିଲା ଭତ୍ତା

ସମୟ ଲାଇଭ,୨୯/୧୦: ରାଜ୍ୟରେ ୫-ଟି ଲାଗୀଲା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଶିକ୍ଷା ସ୍ୱାସ୍ଥ୍ୟଠୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଏଥର ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କର ମାସିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୁଭୟ ଖେଳାଳୀ ଓ ଛାତ୍ରଛାତ୍ରୀ ଏହି ଯୋଜୋନାର ସୁଫଳ ପାଇପାରିବେ। କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀମାନେ […]

Samaya Live Picture
Published On

ସମୟ ଲାଇଭ,୨୯/୧୦: ରାଜ୍ୟରେ ୫-ଟି ଲାଗୀଲା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଶିକ୍ଷା ସ୍ୱାସ୍ଥ୍ୟଠୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଏଥର ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କର ମାସିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୁଭୟ ଖେଳାଳୀ ଓ ଛାତ୍ରଛାତ୍ରୀ ଏହି ଯୋଜୋନାର ସୁଫଳ ପାଇପାରିବେ। କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ୩୦୦ଟଙ୍କାରୁ ୫୦୦ ଟଙ୍କା ପାଇବେ ଏବଂ ପୁଅମାନେ ୩୦୦ ଟଙ୍କା ଲେଖାଁଏ ପାଇବେ। ଜାତୀୟ ସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ ସ୍ୱର୍ଣ୍ଣ ପଦକ ହାସଲ କରୁଥିବା ଖେଳାଳୀଙ୍କୁ ପ୍ରତିମାସ ୧୦୦୦ ଟଙ୍କା ଓ ରୋପ୍ୟ ଏବଂ ବ୍ରୋଞ୍ଜ ବଦକ ହାସଳ କରୁଥିବା ଖେଳାଳୀଙ୍କୁ ୫୦୦ ଓ ୩୦୦ ଳେଖାଁଏ ମିଳିବ। ଜାତୀୟ ସ୍ତରରେ ଭାଗ ନେଉଥିବା ଖେଳାଳୀଙ୍କୁ ବି ଦିଆଯିବ ପ୍ରୋତ୍ସାହନ ରାଶି।

Tags: