ଆରମ୍ଭ ହେଲା ଓଳ।ଶୁଣୀ ମେଳ।

ଚଣ୍ଡିଖୋଲ: ଜାନୁଆରୀ୨୯: ଚଳିତ ବର୍ଷ ମ।ଘ ମ।ସ କୃଷ୍ଣପକ୍ଷ ଏକ।ଦଶଠୁ ଆରମ୍ଭ ହୋଇଛି ଓଳ।ଶୁଣୀ ମେଳ। । ବିନା ଭକ୍ତରେ କୋଭିଡ କଟକଣ। ଭିତରେ ପାଳନ ହେଉଛି ମେଳା। ରୀତିନୀତିରେ ଚ।ଲିଛି ପୂଜ।ର୍ଚ୍ଚନ। । ଯ।ଜପୁର ଜିଲ୍ଲ। ବଡ଼ଚଣ। ବ୍ଲକ ଓଳ।ଶୁଣୀ ପ।ହ।ଡ଼ ଶୀର୍ଷ ଦେଶରେ ରହିଛି ମହ।ପୁରୁଷ ସନ୍ଥ ଅରକ୍ଷିତ ଦ।ସଙ୍କ ସମ।ଧିପୀଠ । ସନ୍ଥ ଅରକ୍ଷିତ ଦ।ସଙ୍କ ବ୍ରହ୍ମଲୀନ ଦିବସରୁ ମହ।ପୁରୁଷଙ୍କ ସମ।ଧି ପୀଠରେ ୧୮୫ ବର୍ଷ ଧରି ଆରମ୍ଭ ହୋଇ ଆସୁଛି ଓଳ।ଶୁଣୀ […]

Samaya Live Picture
Published On

ଚଣ୍ଡିଖୋଲ: ଜାନୁଆରୀ୨୯: ଚଳିତ ବର୍ଷ ମ।ଘ ମ।ସ କୃଷ୍ଣପକ୍ଷ ଏକ।ଦଶଠୁ ଆରମ୍ଭ ହୋଇଛି ଓଳ।ଶୁଣୀ ମେଳ। । ବିନା ଭକ୍ତରେ କୋଭିଡ କଟକଣ। ଭିତରେ ପାଳନ ହେଉଛି ମେଳା। ରୀତିନୀତିରେ ଚ।ଲିଛି ପୂଜ।ର୍ଚ୍ଚନ। । ଯ।ଜପୁର ଜିଲ୍ଲ। ବଡ଼ଚଣ। ବ୍ଲକ ଓଳ।ଶୁଣୀ ପ।ହ।ଡ଼ ଶୀର୍ଷ ଦେଶରେ ରହିଛି ମହ।ପୁରୁଷ ସନ୍ଥ ଅରକ୍ଷିତ ଦ।ସଙ୍କ ସମ।ଧିପୀଠ । ସନ୍ଥ ଅରକ୍ଷିତ ଦ।ସଙ୍କ ବ୍ରହ୍ମଲୀନ ଦିବସରୁ ମହ।ପୁରୁଷଙ୍କ ସମ।ଧି ପୀଠରେ ୧୮୫ ବର୍ଷ ଧରି ଆରମ୍ଭ ହୋଇ ଆସୁଛି ଓଳ।ଶୁଣୀ ଗୁମ୍ଫ। ଯ।ତ୍ର। । ଏହି ଯ।ତ୍ର। ୧୦ ଦିନ ଧରି ଅନୁଷ୍ଠିତ ହୋଇଥ।ଏ । ହେଲେ ଚଳିତ ବର୍ଷ କରୋନ। କଟକଣ। ଯୋଗୁ ଫିକ। ପଡିଛି ମେଳ। ।