ବିପର୍ଯ୍ୟୟ ମୁକାବିଲା କ୍ଷତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି
ସମୟ ଲାଇଭ,୨୯/୧୦: କୁହାଯାଏ ଓଡ଼ିଶା ହେଉଛି ବାତ୍ୟାର ପ୍ରବେଶ ପଥ। କେତେ ଯେ ବନ୍ୟାବାତ୍ୟା ସଂଘଠିତ ହୋଇଛି ଓଡ଼ିଶାରେ ଆଉ କେତେ କ୍ଷତି କରିଛି ହେଲେ ଭାଙ୍ଗିପଡ଼ିନି ଓଡ଼ିଶା। ୧୯୯୯ ମସିହାର ମହାବାତ୍ୟା ହେଉ କିମ୍ବା ଏବେର ତିତଲି,ଫାଇଲିନ କି ହୁଦହୁଦ। ସବୁକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା। ବିପର୍ଯ୍ୟୟ ମୁକାବିଲା କ୍ଷତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି

Tags: