ନାସାରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଓଁ ନାରାୟଣୀ

ସମୟ ଲାଇଭ,୧୩/୧୧:ଦୃଢ ଇଛାଶକ୍ତି ଆୁ କଠିନ ଅଧ୍ୟମସାୟ ବଳରେ କେନ୍ଦ୍ରାପଡାର ଝିଅ ଓଁ ନାରାୟଣୀ ଏବେ ବିଶ୍ୱର ସର୍ବବୃହତ ମହାକାଶ ଗବେଷଣା ସଂସ୍ଥାରେ ସାମିଲ ହୋଇପାରିଛନ୍ତି। ଏଭଳି କୃତିତ୍ୱ ଅର୍ଜନ କରି ନାରାୟଣୀ ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ତଥା ଏବେ ଆମେରିକାରେ ରହୁଥିବା ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ। ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ।ପିଲାବେଳୁ ମହାକାଶ ବିଜ୍ଞାନ […]

Samaya Live Picture
Published On

ସମୟ ଲାଇଭ,୧୩/୧୧:ଦୃଢ ଇଛାଶକ୍ତି ଆୁ କଠିନ ଅଧ୍ୟମସାୟ ବଳରେ କେନ୍ଦ୍ରାପଡାର ଝିଅ ଓଁ ନାରାୟଣୀ ଏବେ ବିଶ୍ୱର ସର୍ବବୃହତ ମହାକାଶ ଗବେଷଣା ସଂସ୍ଥାରେ ସାମିଲ ହୋଇପାରିଛନ୍ତି। ଏଭଳି କୃତିତ୍ୱ ଅର୍ଜନ କରି ନାରାୟଣୀ ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ତଥା ଏବେ ଆମେରିକାରେ ରହୁଥିବା ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ। ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ।ପିଲାବେଳୁ ମହାକାଶ ବିଜ୍ଞାନ ପ୍ରତି ରୁଚି ରଖିଥିବା ନାରାୟଣୀ ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍‌ କଲେଜରେ ସେ ପାଠ ପଢିଛନ୍ତି। ନିଜେ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ପରେ ନାରାୟଣୀ ଏହି ସଫଳତା ପାଇପାରିଛନ୍ତି। ଏହି ସଫଳତା ପାଇବା ପରେ ଚାରିଆଡୁ ତାଙ୍କ ନିକଟକୁ ଛୁଟିଆସୁଛି ପ୍ରଶଂସାର ଅଜଶ୍ର ସୁଅ।

 

 

Tags: