ପ୍ରଭୁଦତ୍ତଙ୍କ ନୂଆ ଇ-ସାଇକେଲ
ଅନୁଗୋଳ: ଫେବୃଆରୀ ୨୫: ଅନୁଗୋଳର ଛାତ୍ର ପ୍ରଭୁଦତ୍ତ ମହାପ୍ରସଦ ପଣ୍ଡାଙ୍କ କମାଲ। ନିଜ ସାଇକେଲକୁ ପରିଣତ କଲେ ଇ-ସାଇକେଲରେ । ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲରେ ପରିବର୍ତ୍ତନ କରି ଚର୍ଚ୍ଚାରେ ପ୍ରଭୁଦତ୍ତ। ଖୁବ୍ ଅଳ୍ପ ଟଙ୍କା ଖର୍ଚ୍ଚ କରି ସେ ଏହି ଇ-ସାଇକେଲ୍କୁ ତିଆରି କରିଛନ୍ତି । ଯାହା ଥରଟିଏ ଚାର୍ଜ ହେଲେ ୩୫ କମି ପର୍ଯ୍ୟନ୍ତ ଯାଇପାରୁଛି । ବାଟରେ ଯଦି ଚାର୍ଜ ସରିଗଲା ତେବେ ମଧ୍ୟ କୌଣସି […]
ଅନୁଗୋଳ: ଫେବୃଆରୀ ୨୫: ଅନୁଗୋଳର ଛାତ୍ର ପ୍ରଭୁଦତ୍ତ ମହାପ୍ରସଦ ପଣ୍ଡାଙ୍କ କମାଲ। ନିଜ ସାଇକେଲକୁ ପରିଣତ କଲେ ଇ-ସାଇକେଲରେ । ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲରେ ପରିବର୍ତ୍ତନ କରି ଚର୍ଚ୍ଚାରେ ପ୍ରଭୁଦତ୍ତ। ଖୁବ୍ ଅଳ୍ପ ଟଙ୍କା ଖର୍ଚ୍ଚ କରି ସେ ଏହି ଇ-ସାଇକେଲ୍କୁ ତିଆରି କରିଛନ୍ତି । ଯାହା ଥରଟିଏ ଚାର୍ଜ ହେଲେ ୩୫ କମି ପର୍ଯ୍ୟନ୍ତ ଯାଇପାରୁଛି । ବାଟରେ ଯଦି ଚାର୍ଜ ସରିଗଲା ତେବେ ମଧ୍ୟ କୌଣସି ଚିନ୍ତା ନାହିଁ। କାରଣ ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ପୁଣି ରିଚାର୍ଜ ହେଇଯିବ । ତେବେ ତାଙ୍କର ଏହି ଉଦ୍ଭାବନ ପାଇଁ ସେ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି।




