ଗ୍ୟାସ ବିତରକ ମାନୁନାହାନ୍ତି ଲକ ଡାଉନ ନିୟମ
ସମୟ ଲାଇଭ, 23/4( ରାଜ ଗୁପ୍ତା ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭାଇରସ୍ ର ମୁକାବିଲା ପାଇଁ ଲକ୍ ଡାଉନ୍ ରେ ରହିବା ସହିତ ସାମାଜିକ ଦୂରତା ଏବଂ ମାସ୍କ ବ୍ଯବହାର କରିବା ପାଇଁ ସମସ୍ତ ପ୍ରଶାସନ ଅଧିକାରୀ ଙ୍କୁ ସୂଚନା ଦେଇଛନ୍ତି ।ମାତ୍ର ଆଜି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଦାସ୍ ଇଣ୍ଡିୟାନ ଗ୍ରାମୀଣ ବିତରକ ଙ୍କୁ ବଡସାହି ବିଡିଓ ଦିଲ୍ଲୀପ କୁମାର ମହାରଣା ଗ୍ଯାସ୍ ବିତରଣ ସମୟରେ […]
ସମୟ ଲାଇଭ, 23/4( ରାଜ ଗୁପ୍ତା ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭାଇରସ୍ ର ମୁକାବିଲା ପାଇଁ ଲକ୍ ଡାଉନ୍ ରେ ରହିବା ସହିତ ସାମାଜିକ ଦୂରତା ଏବଂ ମାସ୍କ ବ୍ଯବହାର କରିବା ପାଇଁ ସମସ୍ତ ପ୍ରଶାସନ ଅଧିକାରୀ ଙ୍କୁ ସୂଚନା ଦେଇଛନ୍ତି ।ମାତ୍ର ଆଜି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଦାସ୍ ଇଣ୍ଡିୟାନ ଗ୍ରାମୀଣ ବିତରକ ଙ୍କୁ ବଡସାହି ବିଡିଓ ଦିଲ୍ଲୀପ କୁମାର ମହାରଣା ଗ୍ଯାସ୍ ବିତରଣ ସମୟରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ବ୍ଯବହାର କରିବା ପାଇଁ କହିଥିଲେ ।ତେବେ ସରକାର ଓ ପ୍ରଶାସନ ଅଧିକାରୀ ଙ୍କ କଥାକୁ ଅମାନ୍ଯ କରିଥିବା ଏହି ବଡସାହି ଦାସ୍ ଇଣ୍ଡିୟାନ ଗ୍ରାମୀଣ ବିତରକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି |
Tags:




