ଆରବିଆଇ ମ୍ୟାନେଜରଙ୍କ ଆତ୍ମହତ୍ୟା

ସମୟ ଲାଇଭ,୨୬/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୌହାଟୀ ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଆଶିଷ ରଞ୍ଜନ ସାମଲ ଆତ୍ମହତ୍ୟା କରିଛନ୍ତି। ହୋଟେଲ ରୁମରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଆଶିଷ ଏପରି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ। ଗୁରୁବାର ଯାଜପୁର ଜିଲ୍ଲାସ୍ଥିତ ତାଙ୍କ ବାସଭବନରେ ମା’ଙ୍କୁ ଭେଟିବାକୁ ଆସିଥିଲେ। ପରେ ସେ ପତ୍ନୀଙ୍କୁ ଭେଟିବାକୁ ଭୁବନେଶ୍ୱର ଆସିଥିଲେ। ଆଶିଷଙ୍କ ପତ୍ନୀ କଳିଙ୍ଗ ଇନ୍‍ଷଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍ସରେ କାର୍ଯ୍ୟରତ ଅଛନ୍ତି।

Samaya Live Picture
Published On

ସମୟ ଲାଇଭ,୨୬/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୌହାଟୀ ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଆଶିଷ ରଞ୍ଜନ ସାମଲ ଆତ୍ମହତ୍ୟା କରିଛନ୍ତି। ହୋଟେଲ ରୁମରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଆଶିଷ ଏପରି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।

ଗୁରୁବାର ଯାଜପୁର ଜିଲ୍ଲାସ୍ଥିତ ତାଙ୍କ ବାସଭବନରେ ମା’ଙ୍କୁ ଭେଟିବାକୁ ଆସିଥିଲେ। ପରେ ସେ ପତ୍ନୀଙ୍କୁ ଭେଟିବାକୁ ଭୁବନେଶ୍ୱର ଆସିଥିଲେ। ଆଶିଷଙ୍କ ପତ୍ନୀ କଳିଙ୍ଗ ଇନ୍‍ଷଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍ସରେ କାର୍ଯ୍ୟରତ ଅଛନ୍ତି।

Tags: