କୋଣାର୍କ ଦୁଇ ଦିନିଆ ଜାତୀୟ ପର୍ୟ୍ୟଟନ ସମ୍ମିଳନୀ ଉଦଯାପିତ
ସମୟ ଲାଇଭ,୨୫/୧ : କୋଣାର୍କ ଇକୋ ରିଟ୍ରଟ ଠାରେ ଚାଲୁଥିବା ଦୁଇ ଦିନିଆଁ ଜାତୀୟ ପର୍ୟ୍ୟଟନ ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି ଜ୍ଝ ଏହି ଉଦଯାପନୀ ଦିବସରେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲାଦ ସିଂ ପଟେଲ ଙ୍କ ସହ ଗୁଜୁରାଟ ର ପର୍ୟ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର ଓ ବିଭିନ୍ନ ରାଜ୍ୟ ର ପର୍ୟ୍ୟଟନ ସଚିବ ମାନେ ଯୋଗଦେଇଥିଲେ ଜ୍ଝ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ […]
ସମୟ ଲାଇଭ,୨୫/୧ : କୋଣାର୍କ ଇକୋ ରିଟ୍ରଟ ଠାରେ ଚାଲୁଥିବା ଦୁଇ ଦିନିଆଁ ଜାତୀୟ ପର୍ୟ୍ୟଟନ ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି ଜ୍ଝ ଏହି ଉଦଯାପନୀ ଦିବସରେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲାଦ ସିଂ ପଟେଲ ଙ୍କ ସହ ଗୁଜୁରାଟ ର ପର୍ୟ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର ଓ ବିଭିନ୍ନ ରାଜ୍ୟ ର ପର୍ୟ୍ୟଟନ ସଚିବ ମାନେ ଯୋଗଦେଇଥିଲେ ଜ୍ଝ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ କୁ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରି ମାନ୍ୟବର ମନ୍ତ୍ରୀ କୋଣାର୍କ ସୂର୍ୟ୍ୟ ମନ୍ଦିର କଳା କୃତି କୁ ଉପଭୋଗ କରିଥିଲେ । କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ,ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀକୁ ଆଇକୋନିକ ପ୍ଲେସ ର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି ଓ ପୁରୀ – କୋଣାର୍କ ପରି ଐତିହ୍ୟ ସ୍ଥାନ ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଆଜି ଜାତୀୟ ପଯଟନ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇ କୋଣାର୍କ କୁ ଖୁବ ଶିଘ୍ର ଆଇକନିକ ପ୍ଲେସର ମାନତା ଦିଆଯିବା ସହ ଏଥି ପାଇଁ ଏକ ଶୋତନ୍ତ୍ର ପ୍ୟାକେଜ ଦିଆ ଜୀବ ବୋଲି କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି ।ଖୁବ ଶିଘ୍ର ଏହାର କାଯକ୍ରମ ଆରମ୍ଭ କରାଯିବ ଏବଂ ଏହା କୋଣାର୍କ ର ସାମୁହିକ ବିକାଶ ପାଇଁ ଏହା ସହାୟକ ହେବ।ଏହି ସମିଳନୀ ରେ ଭାରତ ର ସମସ୍ତ ପର୍ୟ୍ୟଟନ ସ୍ତଳୀ ର ବିକାଶ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରାଯିବ ବୋଲି ବିଭିନ୍ନ ରାଜ୍ୟ ରୁ ଆସିଥିବା ପର୍ୟ୍ୟଟନ ସଚିବ ମାନଂକୁ ପ୍ରତିଶୃତି ଦେଇଥିଲେ କ୍ଷ ପରେ କୋଣାର୍କ ସୁରକ୍ଷା ସମିତି ତରଫରୁ ୧୦ ଦଫା ଦାବି ନେଇ ଏକ ଦାବି ପତ୍ର କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଦିଆ ଯାଇଛି କ୍ଷ ଦୁଇଟି ଦାବି ଭିତରୁ ଶନିବାର ପ୍ରବେଶ ଶୁକ୍ଳ ଛାଡ କରିବା ଏବଂ ଦ୍ବିତୀୟ ଦାବି ହେଲା ଭବ୍ୟ ନବଗ୍ରହ ମନ୍ଦିର ନିମାଣ କରାଯିବା ।
ଉଦଯାପନୀ ଦିବସରେ ରାଜ୍ୟ ର ସମସ୍ତ ସଚିବ ମାନଙ୍କ ସହିତ ଆଲୋଚନା କରିବା ସହ ପର୍ୟ୍ୟଟନର ବିକାଶ ଦିଗରେ ପଦଖେପ ନେବାକୁ ମନ୍ତ୍ରୀ କହିଥିଲେ ।
Tags:




