ଏଥର ବରଗଡ ଧନୁଯାତ୍ରାରେ ବଦଳିବେ କଂସ

ସମୟ ଲାଇଭ,୫/୧୧:  ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଦଳିବେ କଂସ। ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଂସଚରିତ୍ର୍ର ଓ ପାର୍ଶ୍ବ ଅଭିନେତା ପାଇଁ ଏଥର ନୂଆ କଳାକାର ଚୟନ କରାଯିବ ବୋଲି ବରଗଡ ଧନୁଯାତ୍ରା କଳାକାର ଚୟନ କମିଟି ତରଫରୁ ଘୋଷଣା କରାଯାଇଛି। ଅନ୍ୟପଟେ କଂସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି କି ମାତ୍ର ଗୋଟଏ ବର୍ଷ ଅଭିନୟ କରିବା ପରେ କେଉଁ ପରିସ୍ତିତିରେ ପୁଣି କଂସ କଳାକାର ଚୟନ କରାଯାଉଛି। ସେ କହିଛନ୍ତି […]

Samaya Live Picture
Published On

ସମୟ ଲାଇଭ,୫/୧୧:  ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଦଳିବେ କଂସ। ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଂସଚରିତ୍ର୍ର ଓ ପାର୍ଶ୍ବ ଅଭିନେତା ପାଇଁ ଏଥର ନୂଆ କଳାକାର ଚୟନ କରାଯିବ ବୋଲି ବରଗଡ ଧନୁଯାତ୍ରା କଳାକାର ଚୟନ କମିଟି ତରଫରୁ ଘୋଷଣା କରାଯାଇଛି। ଅନ୍ୟପଟେ କଂସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି କି ମାତ୍ର ଗୋଟଏ ବର୍ଷ ଅଭିନୟ କରିବା ପରେ କେଉଁ ପରିସ୍ତିତିରେ ପୁଣି କଂସ କଳାକାର ଚୟନ କରାଯାଉଛି। ସେ କହିଛନ୍ତି ଯଦି କଂସ ପାଇଁ ନୂଆ କଳାକାର ଚୟନ କରାଯାଏ ତେବେ ସେ ଏଥିରେ ଯୋଗ ଦେବେ ନାହିଁ।

Tags: