ନିଶା ମହାରଣାଙ୍କ ମଞ୍ଚ ପ୍ରବେଶକୁ ବିରୋଧ କଲେ ଯାତ୍ରା କଳାକାର

କେନ୍ଦ୍ରାପଡା : ଆଇଟମ ଗର୍ଲଙ୍କ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ I ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ବିରୋଧରେ ବାହାରିଲେ ଯାତ୍ରାକଳାକାର I ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ଶସ୍ତା ଲୋକପ୍ରିୟତା ପାଇଁ ଯାତ୍ରା କମିଟି ସଦସ୍ୟ ମାନେ କିଛି ଆଇଟମ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ସେହିପରି କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । […]

Samaya Live Picture
Published On

କେନ୍ଦ୍ରାପଡା : ଆଇଟମ ଗର୍ଲଙ୍କ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ I ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ବିରୋଧରେ ବାହାରିଲେ ଯାତ୍ରାକଳାକାର I ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ଶସ୍ତା ଲୋକପ୍ରିୟତା ପାଇଁ ଯାତ୍ରା କମିଟି ସଦସ୍ୟ ମାନେ କିଛି ଆଇଟମ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ସେହିପରି କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ ।

Tags: