ଜାଗ ମୟୁରଭଞ୍ଜ ଜାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସମୟ ଲାଇଭ,19/4( ରାଜ ଗୁପ୍ତା): କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଭାରତ ବର୍ଷ ଲକ ଡାଉନ  ଥିଲାବେଳେ ‘ଜାଗ ମୟୁରଭଞ୍ଜ ଜାଗ’ ତରଫରୁ ଅରୁଣ କୁମାର ବେହେରାଙ୍କ ଉଦ୍ୟମ ତଥା  ସଦସ୍ୟଙ୍କ ସହଯୋଗରେ ଆଜି ମେଡିକାଲର ମହିଳା ମେଡିସିନ ୱାର୍ଡ ଓ ପୁରୁଷ ମେଡ଼ିସିନ ୱାର୍ଡ ରେ ସମସ୍ତ ରୋଗୀ ଓ ରୋଗୀଙ୍କ ସହିତ ଥିବା ତାଙ୍କ ସମ୍ପର୍କୀୟ ମାନଙ୍କୁ 450ଟି ମାକ୍ସ ବାଣ୍ଟିବା ସହିତ କିପରି କରୋନା  ମହାମାରୀ ଠାରୁ ନିଜକୁ ରକ୍ଷା କରିବା […]

Samaya Live Picture
Published On

ସମୟ ଲାଇଭ,19/4( ରାଜ ଗୁପ୍ତା): କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଭାରତ ବର୍ଷ ଲକ ଡାଉନ  ଥିଲାବେଳେ ‘ଜାଗ ମୟୁରଭଞ୍ଜ ଜାଗ’ ତରଫରୁ ଅରୁଣ କୁମାର ବେହେରାଙ୍କ ଉଦ୍ୟମ ତଥା  ସଦସ୍ୟଙ୍କ ସହଯୋଗରେ ଆଜି ମେଡିକାଲର ମହିଳା ମେଡିସିନ ୱାର୍ଡ ଓ ପୁରୁଷ ମେଡ଼ିସିନ ୱାର୍ଡ ରେ ସମସ୍ତ ରୋଗୀ ଓ ରୋଗୀଙ୍କ ସହିତ ଥିବା ତାଙ୍କ ସମ୍ପର୍କୀୟ ମାନଙ୍କୁ 450ଟି ମାକ୍ସ ବାଣ୍ଟିବା ସହିତ କିପରି କରୋନା  ମହାମାରୀ ଠାରୁ ନିଜକୁ ରକ୍ଷା କରିବା ସହିତ କରନା ମହାମାରୀକୁ ଦେଶରୁ ତଡ଼ିହେବ ସେ ସମ୍ପର୍କରେ ଅବଗତ କରାଇଥିଲୁ ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଜିତେନ୍ଦ୍ର ମହାନ୍ତିଙ୍କ ହାତରୁ ମାକ୍ସ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ ଏଥିରେ ଡାକ୍ତର ସୁମିତ୍ରା ସରେନ,ପାର୍ଥସାରଥୀ ମହାନ୍ତି,ଓ ହସ୍ପିଟାଲର କାର୍ଯ୍ୟରତ ନର୍ସ ସମେତ ଅନ୍ୟାନ୍ୟ କର୍ମଚାରୀ ନିଜ ହାତରେ ଲୋକଙ୍କୁ ମାକ୍ସ ପିନ୍ଧେଇବା ସହିତ ସଚେତନ କରେଇବାରେ ସହଯୋଗ କରିଥିଲେ |

Tags: