ପୁରୀ ଆଜମେରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ
ସମୟ ଲାଇଭ,୭/୧୧: ଅନୁଗୁଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ଆଜି ଅପରାହ୍ନ ସମୟରେ ହଟାତ ପୁରୀ ଆଜମେରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ତେବେ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ଯାତ୍ରୀମାନେ ଭୟବିତ ହୋଇଯାଇଥିଲେ।

Tags: