ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସମୟ ଲାଇଭ,୮/୧୧: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହଟାତ ନିଆଁ ଲାଗିଯାଇଛି। ବିମାନର ଫଛ ପାଖରେ ନିଆଁ ଲାଗିଯିବା ଫଳରେ ବିମାନଟିକୁ ଛତିଶଗଡର ରାୟପୁର ବିମାନବଦ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନରେ ୧୮୨ ଯାତ୍ରୀ ଥିବାବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି। ମଝି ଆକାଶରେ ଫ୍ଲାଇଟରେ ନିଆଁ ଲାଗିଯିବା ଫଳରେ ହଟାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

Tags: