ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଲାଗିଲା ନିଆଁ

ସମୟ ଲାଇଭ,୨୪/୧୦: ଆଜି ହଟାତ ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଲାଗିଗଲା ନିଆଁ। ଅଫିସ୍‍ ର ଉପର ମହଲା ହୁତୁହୁତୁ ହୋଇ ଜଳିଲା। କେହି କିଛି ବୁଝିବା ଆଗରୁ ପ୍ରାୟ ୨୦ରୁ ୩୦ ମିନିଟ୍‍ ଧରି ଜଳିଲା ଅଫିସ। ତେବେ ଖବର ପାଇ ଦମକଳ ବାହୀନି ଆସି ନିଆଁକୁ ଆୟତ କରିଛି। କୂଳପତି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିଥିବା ଫଳରେ କେଉଁ କାରଣରୁ ଏଠାରେ […]

Samaya Live Picture
Published On

ସମୟ ଲାଇଭ,୨୪/୧୦: ଆଜି ହଟାତ ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଲାଗିଗଲା ନିଆଁ। ଅଫିସ୍‍ ର ଉପର ମହଲା ହୁତୁହୁତୁ ହୋଇ ଜଳିଲା। କେହି କିଛି ବୁଝିବା ଆଗରୁ ପ୍ରାୟ ୨୦ରୁ ୩୦ ମିନିଟ୍‍ ଧରି ଜଳିଲା ଅଫିସ। ତେବେ ଖବର ପାଇ ଦମକଳ ବାହୀନି ଆସି ନିଆଁକୁ ଆୟତ କରିଛି। କୂଳପତି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିଥିବା ଫଳରେ କେଉଁ କାରଣରୁ ଏଠାରେ ନିଆଁ ଲାଗିଲା ସାହା ବର୍ତ୍ତମାନ ତଦନ୍ତ ସାପେକ୍ଷ।

Tags: