ଖଣ୍ଡଗିରି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ
ସମୟ ଲାଇଭ,୨୫/୧୦ : ବିଡ଼ିଏ ବିମସିର ମିଳିତ ଉପସ୍ଥିତିରେ କମିଶନରେଟ ପୋଲିସ ଆଜି ଖଣ୍ଡଗିରି ଅଞ୍ଚଳରେ ଥିବା ନାକାଗେଟର କିଛି ଜବରଦଖଲ ଜାଗାକୁ ଚିହ୍ନଟ କରିବା ସହ ଉଚ୍ଛେଦ ମଧ୍ୟ କରିଛି। ଉଚ୍ଛେଦ ବେଳେ ପ୍ରଶାସନ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଡ଼ବା ସହ ସ୍ଥାନୀୟ ଅଞ୍ଚଳରେ ଚାନା ଉତ୍ତେଜନା ସୃଷ୍ଟି ହୋଇଥିଲା।

Tags: