ଫସଲ ନଷ୍ଟକାରୀ ହାତୀଙ୍କୁ ଘଉଡ଼ାଇଲେ ଯୁବକ, ବନ ବିଭାଗ ଚୁପ୍‍

ସମୟ ଲାଇଭ୍‍,୬/୧୧: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଚାଷ ହୋଇଥିବା ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ଚାଷୀମାନଙ୍କର ଚିନ୍ତା ବଢିଯାଇଛି। ଅନ୍ୟପଟେ କିଛି ଯୁବକ ହାତୀପଲଙ୍କୁ ବାଡ଼ି ଧରି ଘଉଡ଼ାଉଥିବାର ଦେଖିବାକୁ ମିଳିଛି। ହାତୀ ଆକ୍ରମଣର ଆଶଙ୍କା ନକରି ଯୁବକ ମାନେ ଖାମଖିଆଲି ମନୋଭାବ ନେଇ ହାତୀ ପଲଙ୍କୁ ଘଉଡ଼ାଉଥିବାବେଳେ ବନବିଭାଗ ନିରବ ଦ୍ରଷ୍ଟା ସାଜିଛି।

Samaya Live Picture
Published On

Tags: