ରାଜଧାନୀରେ ଗଡ଼ିବ ଇଲେକ୍ଟ୍ରିକ୍ ବସ୍
ସମୟ ଲାଇଭ୍,୭/୧୧: ରାଜଧାନୀ ଭୁବନେଶ୍ୱରରେ ଖୁବ୍ଶୀଘ୍ର ଗଡ଼ିବ ୫୦ଟି ଇଲେକ୍ଟ୍ରିକ୍ ବସ୍। ମୋ ବସ୍ ବାର୍ଷିକ ଉତ୍ସବରେ ଯୋଗଦେବା ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସହରରେ ବଢ଼ୁଥିବା ପ୍ରଦୂଷଣକୁ ନଜରରେ ରଖି ଏହି ସେବା ଆରମ୍ଭ କରିବା ପାଇଁ ଯୋଜନା କରାଯାଇଛି।

Tags: