ଦେଶୀମଦ ଜବଦ ଓ ଜଣେ ଗିରଫ

ସମୟ ଲାଇଭ୍‍,୫/୧୧: ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚୋରାରେ ଏକ ବାଇକ ଯୋଗେ ଚାଲାଣ ହେଉଥିବା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅସମୀକୁ ଗିରଫ କରାଯାଇଛି।ମିଳୁଥିବା ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ଅଞ୍ଚଳର ରାଜେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ନିଜ ଗାଡ଼ିରେ ପ୍ରାୟ ୨୦୦ ଲିଟର ଦେଶୀ ମଦ ନେଇ ଯାଉଥିବା ସମୟରେ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଖବର ପାଇ ରଙ୍ଗାମାଟିଆ ସ୍ଥିତ ମେଡିକାଲ କଲେଜ ନିକଟରେ ତାକୁ କାବୁ କରାଯାଇଥିଲା।

Samaya Live Picture
Published On

Tags: