ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍‍

ସମୟ ଲାଇଭ୍‍,୬/୧୧: ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ୱରରେ ଏସଆରସି ପ୍ରେସମିଟ କରିଛନ୍ତି। ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ ଏସଆରସି ସୂଚନା ଦେଇଛନ୍ତି। ତେବେ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ ଆତଙ୍କିତ ନହେବା ପାଇଁ ସେ ଓଡ଼ିଶାବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Samaya Live Picture
Published On

Tags: