କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ 5t ସଚିବ ଏବଂ ମୁଖ୍ୟ ଶାଚନ ସଚିବ

ସମୟ ଲାଇଭ, 16/4(ରାଜ ଗୁପ୍ତା ):ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଙ୍କୀଷୋଳ ସ୍ଥିତ ଅଦାନୀ କିସ କ୍ୟାମ୍ପସ ପରିସର କୋଭିଡ ହସ୍ପିଟାଲ ରେ ପହଁଚିଲେ 5t ସଚିବ ଭିକେ ପାଣ୍ଡିଆନ ଏବଂ ମୁଖ୍ୟ ଶାଚନ ସଚିବ ଅସିତ ତ୍ରିପାଠୀ । ପରିସରରେ ଥିବା ୨୦ଟି ICU ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍‌ପିଟାଲ ବୁଲି ଦେଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଥିଲେ। ସ୍ଥାନୀୟ […]

Samaya Live Picture
Published On

ସମୟ ଲାଇଭ, 16/4(ରାଜ ଗୁପ୍ତା ):ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଙ୍କୀଷୋଳ ସ୍ଥିତ ଅଦାନୀ କିସ କ୍ୟାମ୍ପସ ପରିସର କୋଭିଡ ହସ୍ପିଟାଲ ରେ ପହଁଚିଲେ 5t ସଚିବ ଭିକେ ପାଣ୍ଡିଆନ ଏବଂ ମୁଖ୍ୟ ଶାଚନ ସଚିବ ଅସିତ ତ୍ରିପାଠୀ । ପରିସରରେ ଥିବା ୨୦ଟି ICU ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍‌ପିଟାଲ ବୁଲି ଦେଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଥିଲେ। ସ୍ଥାନୀୟ ବାଙ୍କିଶୋଳସ୍ଥିତ କିସ୍ କ୍ୟାମ୍ପସ୍ ରେ ଆଜି 5t ସଚିବ ପହଂଚିବା ପରେ ଜିଲ୍ଲାରେ ଯଦି କୌଣସି କୋରନା ପଜିଟିଭ ଆସିଲେ କିପରି ମୁକାବିଲା ହୋଇପାରିବ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ

ତେବେ ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ପଜେଟିଭ ଆସିନଥିବାବେଳେ ଜିଲ୍ଲାରେ ଏହି ହସ୍ପିଟାଲ କୋରୋନା କୁ ମୁକାବିଲା କରିବା ନେଇ ବେସ ଅସାବାନ୍ଧିଛି ଜିଲ୍ଲା ପ୍ରଶାସନ।ତେବେ କିମସ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବାର ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିଲା ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଗତକାଲି ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଥିଲେ ।ଅପରପଟେ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏସ୍ପି ସ୍ମିଥ ପି ପରାମର ସହ ୫ଟି ସଚିବ ଆଲୋଚନା କରିଥିଲେ ।

Tags: