ଆସନ୍ତା ୨୦ତାରିଖରୁ ୩ ଦିନ ଧରି ରାଜ୍ୟବ୍ୟାପି ବିକ୍ଷୋଭ କରିବ କଂଗ୍ରେସ
ସମୟ ଲାଇଭ,୧୫/୧୧:ରାଜ୍ୟରେ ବେକାରୀ ବୃଦ୍ଧି,ଆର୍ଥିକ ସମସ୍ୟା,ଖାଦ୍ୟ ସାମଗ୍ରିର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି କୃଷକ ମାରଣ ନୀତି ବିରୋଧରେ ଯୋଗୁଁ ସାରା ରାଜ୍ୟରେ ୩ ଦିନ ଧରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ଜିଲ୍ଲା ପର୍ୟ୍ୟବେକ୍ଷକମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସଭାରେ ପୂର୍ବତନ […]
ସମୟ ଲାଇଭ,୧୫/୧୧:ରାଜ୍ୟରେ ବେକାରୀ ବୃଦ୍ଧି,ଆର୍ଥିକ ସମସ୍ୟା,ଖାଦ୍ୟ ସାମଗ୍ରିର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି କୃଷକ ମାରଣ ନୀତି ବିରୋଧରେ ଯୋଗୁଁ ସାରା ରାଜ୍ୟରେ ୩ ଦିନ ଧରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ଜିଲ୍ଲା ପର୍ୟ୍ୟବେକ୍ଷକମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀପାଦାସ ମୁନସିଙ୍କ ସମେତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେବା ପାଇଁ ସ୍ଥିର କରାଯାଇଛି।

Tags:




