ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସମୟଲାଇଭ,୧୧/୧୧: ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିଥିବା ନିର୍ବାଚନ କମିସନର ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି। ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ରମଣ ମାଗାସେସେ ପୁରସ୍କାର ବିଜେତା ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ ।

Tags: