ବାଲେଶ୍ବର ଜିଲ୍ଲା ୩ ଗାଁ କଣ୍ଟେନମେଣ୍ଟ ଜୋନ ଓ ୭ ପ୍ରବେଶ ପଥ ସିଲ

ସମୟ ଲାଇଭ,୬/୫: ବାଲେଶ୍ୱର ଜିଲ୍ଲାର ୩ଟି ଗାଁକୁ କଣ୍ଟେନମେଣ୍ଟ ଜଣ ଘୋଷଣା କରାଯାଇଛି | ବାରିଙ୍ଗିଆ ଗାଁକୁ ସଂଯୋଗ କରୁଥିବା ୭ଟି ରାସ୍ତାକୁ ସିଲ ମଧ୍ୟ କରିଦିଆଯାଇଛି | ସେହିପରି ଦମକଳ ବିଭାଗ ତରଫରୁ କଣ୍ଟେନମେଣ୍ଟ ଜୋନରେ ସାନିଟାଇଜେସନ ଆରମ୍ଭ ହୋଇଛି । ଆଜି ବାଲେଶ୍ବର ଜିଲ୍ଲା ଖଇରାରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ୨୪ଜଣ ପଜେଟିଭ ଥିବା ବେଳେ ଏହାକୁ ମିଶାଇ ସଂଖ୍ୟା ୨୫ରେ […]

Samaya Live Picture
Published On

ସମୟ ଲାଇଭ,୬/୫: ବାଲେଶ୍ୱର ଜିଲ୍ଲାର ୩ଟି ଗାଁକୁ କଣ୍ଟେନମେଣ୍ଟ ଜଣ ଘୋଷଣା କରାଯାଇଛି | ବାରିଙ୍ଗିଆ ଗାଁକୁ ସଂଯୋଗ କରୁଥିବା ୭ଟି ରାସ୍ତାକୁ ସିଲ ମଧ୍ୟ କରିଦିଆଯାଇଛି | ସେହିପରି ଦମକଳ ବିଭାଗ ତରଫରୁ କଣ୍ଟେନମେଣ୍ଟ ଜୋନରେ ସାନିଟାଇଜେସନ ଆରମ୍ଭ ହୋଇଛି ।
ଆଜି ବାଲେଶ୍ବର ଜିଲ୍ଲା ଖଇରାରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ୨୪ଜଣ ପଜେଟିଭ ଥିବା ବେଳେ ଏହାକୁ ମିଶାଇ ସଂଖ୍ୟା ୨୫ରେ ପହଂଚିଛି। ଆକ୍ରାନ୍ତ ଜଣକ ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ବାରିଙ୍ଗିଆ ଗାଁର । ଘଟଣାସ୍ଥଳରେ ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଖଇରା ଆଇ ଆଇସି, ତହସିଲଦାର ଓ ବିଡିଓ ପହଂଚି ତଦାରଖ କରିବା ସହିତ ଅକ୍ରାନ୍ତଙ୍କୁ ଆକ୍ରାନ୍ତଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ପଠାଇଛନ୍ତି |

Tags: