ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସମ୍ବର ମୃତ
ସମୟ ଲାଇଭ,୬/୧୧: ତୃଣେଭୋଜି ସଫାରୀରେ ଥିବା ଏକ ସମ୍ବରର ମୃତ୍ୟୁ ହୋିଛି ବୋଲି ଜଣା ପଡଛି। ଦୀର୍ଘଦିନ ଧରି ସମ୍ବରଟି ମସ୍ତସ୍କ ଟ୍ୟୁମରରେ ଆକ୍ରାନ୍ତ ଥିଲା ବୋଲି ଜଣାପଡିଛି। ମୃତ ସମ୍ବରଟିର ବୟସ ପାଖାପାଖି ୧୦ ବର୍ଷ ହେବ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ଦୀର୍ଘଦିନ ଧରି ସମ୍ବରଟି ଚୀକୀତ୍ସାଧିନ ଅବସ୍ତାରେ ଥିଲବେବେଳେ ମାସକ ତଳେ ତାର ଆଖିରେ ଅସ୍ତ୍ରପ୍ରଚାର ମଧ୍ୟ କରାଯାଇଥିଲା। ସୂଚନାଥାଉ କି ଏବେ ନନ୍ଦନକାନନରେ ସମ୍ବର ସଂଖ୍ୟା ୧୯ କୁ ଖସି ଆସିଛି।

Tags: