ସଙ୍କଟରେ ନନ୍ଦନକାନନ ଆନାକୋଣ୍ଡା
ସମୟ ଲାଇଭ୍, ୩୦/୧୧: ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଥିବା ଆନାକୋଣ୍ଡା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥିବାେବେଳ ଆଜି ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତ ତିନିଦିନ ମଧ୍ୟରେ ୨ଟି ଆନାକୋଣ୍ଡା ମୃତ୍ୟୁବରଣ କଲେଣି। ଅନ୍ୟପଟେ ୪ଟି ଅସୁସ୍ଥ ଆନାକୋଣ୍ଡା ଏବେ ମଧ୍ୟ ଚିକିସିାଧିନ ଅଛନ୍ତି। ତେବେ ବର୍ତ୍ତମାନ୪ଟି ଅସୁସ୍ଥ ଆନାକୋଣ୍ଡାକୁ ମିଶାଇ ମୋଟ ୬ଟି ଆନାକୋଣ୍ଡା ନନ୍ଦନକାନରେ ଅଛନ୍ତି। ସୂଚନା ଥାଉ କି, ଗତ ଅକ୍ଟୋବରରେ ୮ଟି ଆନାକୋଣ୍ଡାକୁ ନନ୍ଦନକାନନ ଅଣାଯାଇଥିଲା।
ସମୟ ଲାଇଭ୍, ୩୦/୧୧: ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଥିବା ଆନାକୋଣ୍ଡା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥିବାେବେଳ ଆଜି ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତ ତିନିଦିନ ମଧ୍ୟରେ ୨ଟି ଆନାକୋଣ୍ଡା ମୃତ୍ୟୁବରଣ କଲେଣି। ଅନ୍ୟପଟେ ୪ଟି ଅସୁସ୍ଥ ଆନାକୋଣ୍ଡା ଏବେ ମଧ୍ୟ ଚିକିସିାଧିନ ଅଛନ୍ତି। ତେବେ ବର୍ତ୍ତମାନ୪ଟି ଅସୁସ୍ଥ ଆନାକୋଣ୍ଡାକୁ ମିଶାଇ ମୋଟ ୬ଟି ଆନାକୋଣ୍ଡା ନନ୍ଦନକାନରେ ଅଛନ୍ତି।
ସୂଚନା ଥାଉ କି, ଗତ ଅକ୍ଟୋବରରେ ୮ଟି ଆନାକୋଣ୍ଡାକୁ ନନ୍ଦନକାନନ ଅଣାଯାଇଥିଲା।
Tags:




