ଭୁବନେଶ୍ୱରରେ ଜାତୀୟ ସ୍ତରୀୟ ୩ୟ ମିଡ଼ିଆ କନକ୍ଳେଭ

ସମୟ ଲାଇଭ,୨୩/୧୦: ଆଜ ବିଧାନସଭାରେ ବାଚସ୍ପତି ଡ଼ଃ ସୁର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ତୃତୀୟ ଜାତୀୟ ଗଣମାଧ୍ୟମ ମହାକୁମ୍ଭ ୨୦୧୯ ଲୋଗୋ,ପୋଷ୍ଟୋର,ଓ ୱେବ୍‍ ସାଇଟ୍‍ ତାଙ୍କ କାର୍ଯ୍ୟାଳୟ ସଭାକକ୍ଷରେ ଉନ୍ମୋଚନ ହୋଇଛି। କମ୍ୟୁନିକେଶନ ଫର ଡ଼େଭଲପମେଣ୍ଟ। ତୃତୀୟ ଜାତୀୟ ସ୍ତରୀୟ କନକ୍ଳେଭ ଆସନ୍ତା ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏ ନେଇ ଆଜି ବାଚଷ୍ପତି ସୁର୍ଯ୍ୟନାରାୟଣ ପାତ୍ର ସଚିବାଳୟରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥରର ଥିମ୍‍ ରହିଛି ‘କମ୍ୟୁନିକେଶନ ଫର ଡ଼େଭଲପମେଣ୍ଟ’। […]

Samaya Live Picture
Published On
ସମୟ ଲାଇଭ,୨୩/୧୦: ଆଜ ବିଧାନସଭାରେ ବାଚସ୍ପତି ଡ଼ଃ ସୁର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ତୃତୀୟ ଜାତୀୟ ଗଣମାଧ୍ୟମ ମହାକୁମ୍ଭ ୨୦୧୯ ଲୋଗୋ,ପୋଷ୍ଟୋର,ଓ ୱେବ୍‍ ସାଇଟ୍‍ ତାଙ୍କ କାର୍ଯ୍ୟାଳୟ ସଭାକକ୍ଷରେ ଉନ୍ମୋଚନ ହୋଇଛି।
କମ୍ୟୁନିକେଶନ ଫର ଡ଼େଭଲପମେଣ୍ଟ। ତୃତୀୟ ଜାତୀୟ ସ୍ତରୀୟ କନକ୍ଳେଭ ଆସନ୍ତା ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏ ନେଇ ଆଜି ବାଚଷ୍ପତି ସୁର୍ଯ୍ୟନାରାୟଣ ପାତ୍ର ସଚିବାଳୟରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥରର ଥିମ୍‍ ରହିଛି ‘କମ୍ୟୁନିକେଶନ ଫର ଡ଼େଭଲପମେଣ୍ଟ’। ରାଜ୍ୟ ତଥା ଦେଶର ଅନେକ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଶିକ୍ଷାବିତ ଏହି କନକ୍ଳେଭରେ ଅଂଶଗ୍ରହଣ କରିବେ। କନକ୍ଳେଭର ଲୋଗୋ ଉନ୍ମୋଚନ ବେଳେ ଆବାହକ ପ୍ରଫେସର ଉପେନ୍ଦ୍ର ପାଢୀ ଉପସ୍ତିତ ଥିଲେ।

 

Tags: