ନଭେମ୍ବରରେ ମିଳିବ କାଳିଆ ଯୋଜୋନାର ଦ୍ୱିତୀୟ କିସ୍ତି
ସମୟ ଲାଇଭ,୨୯/୧୦: କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜୋନାର ବାକିଆ ଅର୍ଥ ଆସନ୍ତା ନଭେମ୍ବର ମାସରେ ମିଳିବ ବୋଲି ଶୁଣିବାକୁ ମିଳୁଛି। ବହୁ ବାଦ ବିବାଦ ମଧ୍ୟରେ କାଳିଆ ଯୋଜୋନାର ପ୍ରଥମ କିସ୍ତି ମିଳିଥିବା ବେଳେ ଦ୍ୱିତୀୟ କିସ୍ତି ବେଳକୁ ବିବାଦ ଉପୁଜିଥିଲା। ତେବେ ୨୦୧୯ ର ସାଧାରଣ ନିର୍ବାଚନର ଖୁବ୍ କମ ଦିନ ଆଗରୁ କାଳିଆ କିସ୍ତି ଦେବାର ଥିଲା। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ କାରଣରୁ ଏହାକୁ […]
ସମୟ ଲାଇଭ,୨୯/୧୦: କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜୋନାର ବାକିଆ ଅର୍ଥ ଆସନ୍ତା ନଭେମ୍ବର ମାସରେ ମିଳିବ ବୋଲି ଶୁଣିବାକୁ ମିଳୁଛି। ବହୁ ବାଦ ବିବାଦ ମଧ୍ୟରେ କାଳିଆ ଯୋଜୋନାର ପ୍ରଥମ କିସ୍ତି ମିଳିଥିବା ବେଳେ ଦ୍ୱିତୀୟ କିସ୍ତି ବେଳକୁ ବିବାଦ ଉପୁଜିଥିଲା। ତେବେ ୨୦୧୯ ର ସାଧାରଣ ନିର୍ବାଚନର ଖୁବ୍ କମ ଦିନ ଆଗରୁ କାଳିଆ କିସ୍ତି ଦେବାର ଥିଲା। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ କାରଣରୁ ଏହାକୁ ସରକାର ଚାଲୁ କରିପାରିନଥିଲେ। ତେବେ ଆସନ୍ତା ମାସ ସୁଦ୍ଧା କାଳିଆ ଯୋଜୋନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିଯିବ ବୋଲି ସୂଚନା ମିଳୁଛି।

Tags:




