ବିଦେଶ ଗଣମାଧ୍ୟମରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ସଫଳ ଚନ୍ଦ୍ର ଅଭିଯାନ ଆଜି ସାରା ବିଶ୍ବରେ ଖବରର ଶିରୋନାମା ପାଲଟିଛି। ଶୀର୍ଷ ନ୍ୟୁଜ୍‌ ସାଇଟ୍‌ ଗୁଡ଼ିକ ଇସ୍ରୋର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି। ଦି ନ୍ୟୁୟର୍କ ଟାଇମ୍ସ, ଦି ଗାର୍ଡିଏନ୍‌, ଦି ୱାସିଂଟନ୍‌ ପୋଷ୍ଟ ଏବଂ ବିବିସି ଭଳି ପ୍ରମୁଖ ସାଇଟ୍‌ ଗୁଡ଼ିକ ଚନ୍ଦ୍ରଯାନନ-୩ର ଐତିହାସିକ ଚନ୍ଦ୍ର ଅବତରଣକୁ ପ୍ରଶଂସା କରିଛନ୍ତି। ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ସୃଷ୍ଟି କରିଛି ବୋଲି ବିବିସି ରିପୋର୍ଟ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତର ସଫଳ ଚନ୍ଦ୍ର ଅଭିଯାନ ଆଜି ସାରା ବିଶ୍ବରେ ଖବରର ଶିରୋନାମା ପାଲଟିଛି। ଶୀର୍ଷ ନ୍ୟୁଜ୍‌ ସାଇଟ୍‌ ଗୁଡ଼ିକ ଇସ୍ରୋର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି। ଦି ନ୍ୟୁୟର୍କ ଟାଇମ୍ସ, ଦି ଗାର୍ଡିଏନ୍‌, ଦି ୱାସିଂଟନ୍‌ ପୋଷ୍ଟ ଏବଂ ବିବିସି ଭଳି ପ୍ରମୁଖ ସାଇଟ୍‌ ଗୁଡ଼ିକ ଚନ୍ଦ୍ରଯାନନ-୩ର ଐତିହାସିକ ଚନ୍ଦ୍ର ଅବତରଣକୁ ପ୍ରଶଂସା କରିଛନ୍ତି। ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ସୃଷ୍ଟି କରିଛି ବୋଲି ବିବିସି ରିପୋର୍ଟ କରିଛି। ସଫଳ ଚନ୍ଦ୍ର ଅବତରଣ ଭାରତକୁ ଏକ ମହାକାଶ ଶକ୍ତିରେ ପରିଣତ କରିଛି ବୋଲି ଗାର୍ଡିଏନ୍‌ ରିପୋର୍ଟ କରିଛି। ଏମିତି ଆହୁରି ଅନେକ ପ୍ରମୁଖ ନ୍ୟୁଜ୍‌ ସାଇଟ ଗୁଡ଼ିକ ଭାରତର ଚନ୍ଦ୍ର ଅବତରଣକୁ ପ୍ରଶଂସା କରିଛନ୍ତି।

Tags: