ପୁରୁଣା ସଂସଦ ଭବନରେ ଅନେକ ସ୍ମୃତି ରହିଛି : ମୋଦୀ 

ନୂଆଦିଲ୍ଲୀ :  ପୁରୁଣା ସଂସଦ ଭବନକୁ ବିଦାୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପୁରୁଣା ଭବନକୁ  ବିଦାୟ ଦେବାର ଭାବପ୍ରବଣ ମୁହୂର୍ତ୍ତ। ଏଠାରେ ଅନେକ ତିକ୍ତ ଏବଂ ମିଠା ସ୍ମୃତି ରହିଛି। ନୂଆ ପରିସରକୁ ଯିବା ପୂର୍ବରୁ ପୁରୁଣା ସଂସଦ ଭବନ ସହ ଜଡ଼ିତ ସମସ୍ତ ପ୍ରେରଣାଦାୟୀ ମୁହୂର୍ତ୍ତକୁ ଏବେ ମନ‌େ ପକାଇବାର ସମୟ ବୋଲି ମୋଦୀ କହିଛନ୍ତି। ଆମ ରାଷ୍ଟ୍ରନେତାଙ୍କ କଠିନ ପରିଶ୍ରମ, ଝାଳ ଏବଂ ଟଙ୍କାଦ୍ବାରା ପୁରୁଣା ସଂସଦ ଭବନ ନିର୍ମାଣ ହୋଇଛି […]

Samaya Live Picture
Published On

ନୂଆଦିଲ୍ଲୀ :  ପୁରୁଣା ସଂସଦ ଭବନକୁ ବିଦାୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପୁରୁଣା ଭବନକୁ  ବିଦାୟ ଦେବାର ଭାବପ୍ରବଣ ମୁହୂର୍ତ୍ତ। ଏଠାରେ ଅନେକ ତିକ୍ତ ଏବଂ ମିଠା ସ୍ମୃତି ରହିଛି। ନୂଆ ପରିସରକୁ ଯିବା ପୂର୍ବରୁ ପୁରୁଣା ସଂସଦ ଭବନ ସହ ଜଡ଼ିତ ସମସ୍ତ ପ୍ରେରଣାଦାୟୀ ମୁହୂର୍ତ୍ତକୁ ଏବେ ମନ‌େ ପକାଇବାର ସମୟ ବୋଲି ମୋଦୀ କହିଛନ୍ତି। ଆମ ରାଷ୍ଟ୍ରନେତାଙ୍କ କଠିନ ପରିଶ୍ରମ, ଝାଳ ଏବଂ ଟଙ୍କାଦ୍ବାରା ପୁରୁଣା ସଂସଦ ଭବନ ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି।

 

Tags: