District Hospital Bhadrak
ଜିଲ୍ଲା  ଓଡ଼ିଶା 

ଭଦ୍ରକ ଜିଲ୍ଲା ହସ୍ପିଟାଲର ଡାକ୍ତର କରୋନା ସଂକ୍ରମିତ; ୪୮ଘଣ୍ଟା ପାଇଁ ଓପିଡି ସିଲ୍

ଭଦ୍ରକ ଜିଲ୍ଲା ହସ୍ପିଟାଲର ଡାକ୍ତର କରୋନା ସଂକ୍ରମିତ; ୪୮ଘଣ୍ଟା ପାଇଁ ଓପିଡି ସିଲ୍ ଭଦ୍ରକ: ଅଗଷ୍ଟ ୮: (ଜିପ୍ର): ଭଦ୍ରକ ଜିଲ୍ଲାରେ ଜଣେ କରୋନା ଯୋଦ୍ଧା କରୋନାରେ ଶିକାର ହୋଇଛନ୍ତି । ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଳା ହସ୍ପିଟାଲର ଡାକ୍ତର । ତାଙ୍କର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ହସ୍ପିଟାଲର ଓପିଡି(ଆଉଟ୍‌ଡୋର)କୁ ୪୮ଘଣ୍ଟା ଲାଗି ସିଲ୍ କରାଯାଇଛି । ଓପିଡିରେ ସେବା ପାଉଥିବା ଲୋକଙ୍କୁ ସର୍ଜରୀ ଓ ଆଶୁ ଚିକିତ୍ସା ବିଭଗରେ ଚିକିତ୍ସା କରାଯିବ ବୋଲି ସିଡିଏମଓ ଡାକ୍ତର ସନ୍ତୋଷ ପାତ୍ର ସୂଚନା ଦେଇଛନ୍ତି । […]
Read More...

Advertisement