discovery channel
ମନୋରଞ୍ଜନ 

ବେୟାର ଗ୍ରିଲ୍‌ସ ସୋରେ ଅଜୟ

ବେୟାର ଗ୍ରିଲ୍‌ସ ସୋରେ ଅଜୟ ମୁମ୍ବାଇ: ସେପ୍‌ଟେମ୍ବର ୧୩: ଥଲାଇବା ରଜନୀକାନ୍ତ ଏବଂ ବଲିଉଡ୍‌ ଖିଲାଡୀ ଅକ୍ଷୟ କୁମାରଙ୍କ ପରେ ଏବେ ସିଂଘମ ଷ୍ଟାର ଅଜୟ ଦେବଗନ ନିଜର ଦୁଃସାହସିକ ଦକ୍ଷତା ପ୍ରଶଂସକଙ୍କୁ ଦେଖାଇବାକୁ ଯାଉଛନ୍ତି । ଖୁବଶୀଘ୍ର ଅଜୟ ଦେବଗନ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଇଣ୍ଟୁ ଦ ୱାଇଲï ୱିଥ୍‌ ବେୟର ଗ୍ରିଲ୍‌ସ’ରେ ନଜର ଆସିବେ । ଏହାର ଏକ ସ୍ୱତନ୍ତ୍ର ଏପିସୋଡରେ ଅଜୟ ଦେବଗନ ସାମିଲ ହେବେ ବୋଲି ଜଣାପଡ଼ିଛି । ବେୟର୍‌ ଗ୍ରିଲସଙ୍କ ସହ ୫୨ […]
Read More...

Advertisement