Dirk Schulze-Makuch
ବିଶ୍ବ 

୨୪ଟି ଗ୍ରହରେ ଜୀବନ ସତ୍ତା ସମ୍ଭାବନା

୨୪ଟି ଗ୍ରହରେ ଜୀବନ ସତ୍ତା ସମ୍ଭାବନା ନୂଆଦିଲ୍ଲୀ : ଆମେ ଯେତେସବୁ ଗ୍ରହ ବାବଦରେ ଜାଣିଛନ୍ତି ତାହା ମଧ୍ୟରୁ ପୃଥିବୀ ଗ୍ରହରେ ଜୀବସତ୍ତା ରହିଛି ବୋଲି ଆମ ଧାରଣା ରହିଛି । ହେଲେ ବୈଜ୍ଞାନିକମାନଙ୍କ କହିବା ମୁତାବକ ବିଶ୍ୱରେ ପୃଥିବୀକୁ ଛାଡି ଏମିତି ଅନେକ ଗ୍ରହ ରହିଛି ଯେଉଁଠି ପୃଥିବୀଠାରୁ ଆହୁରି ଭଲ ଜୀବସତ୍ତା ସମ୍ଭବ । ଏହିସବୁ ଗ୍ରହଗୁଡିକୁ ବୈଜ୍ଞାନିକଙ୍କ ଭାଷାରେ ସୁପରହାବିଟେବୁଲ ପ୍ଲାନେଟ୍‌ କୁହାଯାଉଛି । ବୈଜ୍ଞାନିକମାନଙ୍କ ମତରେ ଏଠାରେ ଜୀବନ ଥିବା କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । […]
Read More...

Advertisement