Director of Reliance Industries
ଖେଳ 

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌: ଫ୍ରାଞ୍ଚାଇଜ୍‌ କିଣିବ ରିଲାଏନ୍ସ

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌: ଫ୍ରାଞ୍ଚାଇଜ୍‌ କିଣିବ ରିଲାଏନ୍ସ ମୁମ୍ବାଇ: ଦ.ଆଫ୍ରିକା ଟି-୨୦ ଲିଗ୍‌ରେ ଏକ ଫ୍ରାଞ୍ଚାଇଜ୍‌ କିଣିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ କମ୍ପାନୀ ପକ୍ଷରୁ ୟୁଏଇ ଆନ୍ତର୍ଜାତିକ ଲିଗ୍‌ ଟି-୨୦ ଟିମ୍‌କୁ କିଣା ଯାଇଥିଲା । ପୁଣି କେପଟାଉନ୍‌ ସ୍ଥିତ ଏହି ନୂଆ ଫ୍ରାଞ୍ଚାଇଜ୍‌ ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ରାଣ୍ଡକୁ ଆଗକୁ ବଢ଼ାଇବ । ଭାରତରେ କ୍ରିକେଟ୍‌ ଫ୍ରାଞ୍ଚାଇଜ୍‌ ଫୁଟବଲ ଲିଗ୍‌ର ମାଲିକାନା କ୍ରୀଡା ପ୍ରଯୋଜନା, କନସଲ୍‌ଟାନ୍ସି ଓ କ୍ରୀଡାବିତ୍‌ ପ୍ରତିଭା ପରିଚାଳନା ଜରିଆରେ ରିଲାଏନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
Read More...

Advertisement