Diploma Institutions and ITI are open
ଓଡ଼ିଶା 

ଆସନ୍ତା ୬ରୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଆସନ୍ତା ୬ରୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର: ସେପ୍‌ଟେମ୍ବର ୧: ଚଳିତ ମାସ ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସୂଚନା ଦେଇଛନ୍ତି । ଏନେଇ ସେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିବା ସହିତ ଏସ୍‌ଓପି ଜାରି କରିଛନ୍ତି । କରୋନ ସଂକ୍ରମଣ ଯେପରି ଶିକ୍ଷାଦାନ ପରିବେଶରେ ନବ୍ୟାପୁ ସେ ନେଇ କୋଭିଡ୍‌ ଗାଇଡଲାଇନ୍‌କୁ କଡ଼ାକଡ଼ି କରାଯାଇଛି । ଚଳିତ ମାସ ୫ରୁ […]
Read More...

Advertisement