dino moria
ମନୋରଞ୍ଜନ 

ଫେମିନା ମିସ୍‌ ଇଣ୍ଡିଆ ୨୦୨୨ କ୍ରାଉନ୍‌ ଜିତିଲେ ସିନି

ଫେମିନା ମିସ୍‌ ଇଣ୍ଡିଆ ୨୦୨୨ କ୍ରାଉନ୍‌ ଜିତିଲେ ସିନି ମୁମ୍ବାଇ: ଜୁଲାଇ ୦୪: ଗତକାଲି ଆୟୋଜିତ ହେଇଥିଲା ଫେମିନା ମିସ୍‌ ଇଣ୍ଡିଆ ୱାର୍ଲï ୨୦୨୨ । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟି ସେଠାରେ ଉପସ୍ଥିତ ଥିଲେ । ଶେଷରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟୀ ମିସ୍‌ ଇଣ୍ଡିଆ ୱାର୍ଲï ୨୦୨୨ର ମୁକୁଟ ପିନ୍ଧିଥିଲେ । ଏହି କାର୍ଯ୍ୟକ୍ରମ ଗତ କାଲି ମୁମ୍ବାଇର ଜିଓ ୱାର୍ଲï କନଭେନସନ୍‌ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ରୁବାଲ ଶେଖାୱତ ଏବଂ ଶିନାତା ଚୌହାନଙ୍କୁ […]
Read More...

Advertisement