Dinesh Gunawardena sworn in as Sri Lanka's new PM
ବିଶ୍ବ 

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦେନା

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦେନା କଲମ୍ବୋ: ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦେନା ଆଜି ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଏହାସହିତ ଶ୍ରୀଲଙ୍କା କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ ଶପଥପାଠ ଗ୍ରହଣ କରିଛନ୍ତି । ‘ପୋଦୁଜନ ପେରମୁନା’ ଦଳର ପୁରୁଖା ନେତା ଦିନେଶ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରି ପ୍ରଧାମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷିୟ ଦିନେଶ ଗୁଣବର୍ଦେନା ପୂର୍ବରୁ ବୈଦେଶିକ ଏବଂ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତତ୍କାଳୀନ ରାଷ୍ଟ୍ରପତି […]
Read More...

Advertisement